The Tower of Babel (Genesis 11: 1-9)
ଓଡ଼ିଆ (Oriya)
ପ୍ଥଥିବୀ ଭାଗ ଭାଗ ଦେିଲା
- ବନ୍ଯାପରେ ପୃଥିବୀରେ ଏକ ପ୍ରକାର ଭାଷା କଦୁଥିଲ, ସମସ୍ତ ଲୋକ ଏକ ପ୍ରକାର ଶଜ ବ୍ଯବଦିାର କହୁଥିରେ.
- ଲୋକମାନେ ପୂର୍ବ ଦିଗରେ ଭ୍ରମଶ କରୁ କରୁ ସେମାନେ ଶିନିଯ୍ଭର ଦେଶରେ ଏକ ସମଢଳ ଭୂମି ପାଇଲେ. ଲୋକମାନେ ସେଠାରେ ବସଢି ଆରମ୍ଭ କଲେ.
- ଲୋକମାନେ କହିଲେ, "ଆସ ଆମେ ଇଟ ପୋଡ଼ି ଟାଣ କରିବା." ଢେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ. ଏବଂ ସେମାନେ ମାଟିଆ ଢେଲକୁ ଚୂନ ସରୂପ ବ୍ଯବହାର କଲେ.
- ଏହାପରେ ଲୋକମାନେ କହଲେ, "ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁ ମୀ ଅଟ୍ଟାଳିକା ନିର୍ମାଣ କରିବା. ଆମ୍ଭମାନେ ଅଢି ଜଣାଶୁଣା ହେବା. ଢାହେଲ ଆମ୍ଭମାନେ ପୃତ୍ଥବୀର ଗ୍ଭରିଆଡେ ବିକ୍ଷିପ୍ତ ହେବା ନାହଁ."
- ସଦାପ୍ରଭୁ ଲୋକମାନଙ୍କ ଦ୍ଦାଗ ଢିଆରି ହେଡତ୍ଥବା ନଗର ଏବଂ ଦୂର୍ଗ ଦେଖିବା ପାଇଁ ଓହ୍ଲାଇ ଆସିଲେ.
- ସଦାପ୍ରଭୁ କହଲେ, "ଏହ ସମସ୍ତ ଲୋକ ଏକ ଓ ସେମାନଙ୍କର ଭାଷା ଏକ, ସେମାନେ ଏହ କାମ କରିବାକୁ ଏକଢ୍ରିଢ ହୋଇଛନ୍ତି. ଏହା ଢାଙ୍କର ଆରମ୍ଭ ମାଢ୍ରା ସେମାନେ ଯେଢେବେଳେ ଯାହା ଗ୍ଭହଁବେ ଢାହା କରିବେ.
- ଢେଣୁ ଆସ ଢଳକୁ ଯିବା ଏଏବଂ ସେମାନଙ୍କ ମଘ୍ଧରେ ବିଭିନ୍ନ ଭାଷା ଢିଆରି କରିବା. ଢେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହଁ."
- ଏହପରି ଭାବରେ ସଦାପ୍ରଭୁ ପୃତ୍ଥବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ. ଢେଣୁ ସେହ ଲୋକମାନେ ନଗର ନିର୍ମାଣ ଶେଷ କରିପାରିଲେ ନାହଁ.
- ସେହ ସ୍ଛାନର ନାମ ବାବିଲ୍ ହେଲା. ଯେହେଢୁ ସେସ୍ଛାନରେ ସମସ୍ତ ପୃତ୍ଥବୀର ଭାଷାରେ ଭେଦ ଜନ୍ମାଇଲେ ଏବଂ ସେସ୍ଛାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କଗଇଲେ.
Information about Oriya |
Oriya phrases |
Tower of Babel in Oriya
Tower of Babel in Indo-Aryan languages
Assamese,
Awadhi,
Bengali,
Caribbean Hindustani,
Fijian Hindi,
Gujarati,
Hindi,
Marathi,
Nepali,
Oriya,
Punjabi,
Sanskrit,
Sinhala,
Urdu
Other Tower of Babel translations
By language |
By language family
Learn Chinese Characters with the Omniglot Chinese app